Jump to content

ପ୍ରସ୍ୱାପନ

ଉଇକିଅଭିଧାନ‌ରୁ

ପ୍ରସ୍ୱାପନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ୱପ୍ ଧାତୁ ଣିଚ+ ଭାବ. ଅନ)

[ସମ୍ପାଦନା]
୧. ନିଦ୍ରା ଉତ୍ପାଦନ — ୧. Causing or inducing sleep.

[[]] ୨ (+ କର୍ତ୍ତୃ. ଅନ) ପ୍ରସ୍ୱାପ ]] ୩ (ଦେଖ) - ୨. Praswāpa ୩ (See)

ଏହି ପ୍ରସ୍ୱାପନ ଅସ୍ତ୍ରକୁ ତୁମ୍ଭେ ନିଅ—କୃଷ୍ଣସିଂହ. ମହାଭାରତ.ବନ

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନିଦ୍ରାଜନକ — Inducing sleep; soporific.