Jump to content

ପ୍ରସ୍ୱେଦ

ଉଇକିଅଭିଧାନ‌ରୁ

ପ୍ରସ୍ୱେଦ

ଉଚ୍ଚାରଣ

[ସମ୍ପାଦନା]

(ପ୍ରସ୍ୱେଦନ—ଣିଜନ୍ତ ସିଦ୍ଧ ବିଶେଷ୍ୟ)

ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ୱେଦ)

[ସମ୍ପାଦନା]

ଖୁବ୍ ବେଶୀ ଝାଳ — Profuse sweating; perspiration.