Jump to content

ପ୍ରହର

ଉଇକିଅଭିଧାନ‌ରୁ

ପ୍ରହର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ହୃ ଧାତୁ=ହରଣ କରିବା, ଆଘାତ କରିବା+ ଭାବ. ଅ)

[ସମ୍ପାଦନା]
୧. ଘଣ୍ଟା ଉପରେ ଆଘାତ (ପୂର୍ବେ ରାଜ— ଦ୍ୱାରରେ ପ୍ରତି ପହରରେ ଘଣ୍ଟା ଧ୍ୱନି କରାଯାଉଥିଲା) — ୧. Stroke on a gong.
୨. (+ ଅଧିକରଣ. ଅ)— ଯାମ; ଦିବାନିଶିର ୮ ଭାଗରୁ ଏକ ଭାଗ; ପହର; ୩ ଘଣ୍ଟା କାଳ —୨. A period of ୩ hours; watch.