ପ୍ରହରଣ
ଦେଖଣା
ପ୍ରହରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ପ୍ର+ ହୃ ଧାତୁ+ କରଣ. ଅନ)— ଆୟୁଧ; ଅସ୍ତ୍ର —୧. Weapon.
- ୨. (+ ଅଧିକରଣେ. ଅନ)—ଯୁଦ୍ଧ —୨. War.
- ୩. (+ କର୍ମ. ଅନ) ସ୍ତ୍ରୀଲୋକଙ୍କ ବହନାର୍ଥେ ଆଚ୍ଛାଦିତ ଯାନ ବା ରଥବିଶେଷ —୩. A covered conveyance or little for ladies.
- ୪. (ଭାବ. ଅ) ଆଘାତ; ପ୍ରହାର; ମାଡ଼ — ୪. Beating; stroke.