Jump to content

ପ୍ରହରୀ

ଉଇକିଅଭିଧାନ‌ରୁ

ପ୍ରହରୀ

ଉଚ୍ଚାରଣ

[ସମ୍ପାଦନା]

(ପ୍ରହରୀ—ସ୍ତ୍ରୀ—ପ୍ରକୃତିବାଦ)

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ରହର+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପହରାବାଲା; ଚଉକିଦାର; ମନ୍ତ୍ରୀ — ୧. A watchman; sentry.

[ଦ୍ରଷ୍ଟବ୍ୟ —ପୂର୍ବେ ରାଜଦ୍ୱାରରେ ୧ ପ୍ରହର ଅନ୍ତରରେ ସମୟ— ନିର୍ଦ୍ଦେଶକ ଘଣ୍ଟା ବାଡ଼ିଆ ହେଉଥିଲା ଏବଂ ପହରାବାଲାମାନେ ବଦଳ ହେଉଥିଲେ]

୨. ଅନ୍ୟ ପାଇଁ ଜାମିନ୍ ହେବା ବ୍ୟକ୍ତି — ୨. A surety; a guarantee.
୩. ଘଣ୍ଟାବାଦକ —୩. A bellman (Apte).