ପ୍ରହର୍ଷଣ
ଦେଖଣା
ପ୍ରହର୍ଷଣ
ଉଚ୍ଚାରଣ
[ସମ୍ପାଦନା](ପ୍ରହର୍ଷିତ—ବିଣ)
(ପ୍ରହର୍ଷଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ପ୍ର+ ହୃଷ୍ଟ ଧାତୁ ଣିଚ୍ + କର୍ତ୍ତୃ. ଅନ)
[ସମ୍ପାଦନା]- ୧. ଆନନ୍ଦସାଧନ —୧. Delighting; giving joy; enrapturing.
- ୨. ବୁଧ ଗ୍ରହ —୨. The planet Mercury.
- ୩. କ୍ରୟୋଦଶାକ୍ଷର ପାଦଯୁକ୍ତ ଛନ୍ଦୋବିଶେଷ — ୩. A metre of ୧୩ syllables.
ସଂସ୍କୃତ - ବିଶେଷଣ - (+ କର୍ତ୍ତୃ. ଅନ)
[ସମ୍ପାଦନା]- ୧. ଆହ୍ଲାଦଜନକ —୧. Delightful;, joyful.
- ୨. ଆହ୍ଲାଦିତ —୨. Over-joyed; delightful; hilarious.