ପ୍ରହସନ
ଦେଖଣା
ପ୍ରହସନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ ହସ୍ ଧାତ+ ଭାବ. ଅନ)
[ସମ୍ପାଦନା]- ୧. ଉଚ୍ଚ ହାସ୍ୟ —୧. Loud laugh; hearty laughter.
- ୨. ଉଲ୍ଲାସ; ଆହ୍ଲାଦ — ୨. Hilarity; mirth; merriment.
- ୩. ବ୍ୟଙ୍ଗୋକ୍ତି; ପରିହାସୋକ୍ତି — ୩. Satire; irony; redicule.
- ୪. (+ କର୍ମ. ଅନ) ପରିହାସ; ଥଟ୍ଟା ତାମସା; ରସିକତା — ୪. Jesting; gallantry; buffoonery.
- ୫. (+ ଅଧିକରଣ. ଅନ)— ହାସ୍ୟରସୋଦ୍ଦୀପକ କ୍ଷୁଦ୍ର ନାଟ୍ୟ ଗ୍ରନ୍ଥବିଶେଷ — ୫. A farce; burlesque.