ପ୍ରହାର
ଦେଖଣା
ପ୍ରହାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ ହୃ ଧାତୁ+ ଭାବ. ଅ)
[ସମ୍ପାଦନା]- ୧. ଆଘାତ; ମାଡ଼; ନିଗ୍ରହ; ପାହାର — ୧. Striking; beating; strife; stroke; a blow.
- ୨. ଯୁଦ୍ଧ —୨. Fight; battle.
[ଦ୍ରଷ୍ଟବ୍ୟ —'ପ୍ର+ ହୃ ଧାତୁରୁ' ପ୍ରହାରକକ, ପ୍ରହରଣୀୟ, ପ୍ରହାରଣ, ପ୍ରହାରୀ, ପ୍ରହାର୍ଯ୍ୟ ପ୍ରହୃତ ଆଦି ଶବ୍ଦ ହୁଏ]