Jump to content

ପ୍ରହାରିକ

ଉଇକିଅଭିଧାନ‌ରୁ

ପ୍ରହାରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍ରହାର+ଇକ)

[ସମ୍ପାଦନା]

ପହରାବାଲା; ଜଗୁଆଳ (ହିନ୍ଦୀ - ଶ.) —Watchman.

ସଂସ୍କୃତ - ବିଣ—(ପ୍ରହାର+ଇକ)

[ସମ୍ପାଦନା]

ପ୍ରହାର ସମ୍ୱନ୍ଧୀୟ — Relating to a blow.