Jump to content

ପ୍ରହାସ

ଉଇକିଅଭିଧାନ‌ରୁ

ପ୍ରହାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ହାସ)

[ସମ୍ପାଦନା]
୧. ଅଭିନେତା; ନଟ — ୧. A dancer; an actor.
୨. ଅଟ୍ଟହାସ; ଉଚ୍ଚହାସ୍ୟ —୨. Loud laugh.
୩. ସୋମ ତୀର୍ଥ; ପ୍ରଭାସ ତୀର୍ଥ — ୩. Name of a place of pilgrimage.
୪. ଶିବ; ମହାଦେବ —୪. Ṡiba.
୫. ନାଗବିଶେଷ —୫. Name of a serpent.
୬. ପ୍ରସ୍ଫୋଟନ; ଫୁଟିବା —୬. Blooming; expanding.
୭. ପ୍ରଭାସ ତୀର୍ଥ (ଦେଖ) - (ହିନ୍ଦୀ - ଶ.) —୭. Prabhāsa tīrtha (See).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସମୁଜ୍ଜ୍ୱଳ —Very bright; glittering; dazzling.