Jump to content

ପ୍ରହାସୀ

ଉଇକିଅଭିଧାନ‌ରୁ

ପ୍ରହାସୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରହାସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ ହସ୍ ଧାତୁ+ କର୍ତ୍ତୃ. ଇନ୍; ୧ମା.୧ବ)

[ସମ୍ପାଦନା]
୧. ଉଚ୍ଚହାସ୍ୟକାରୀ —୧. Laughing aloud.
୨. ହାସ୍ୟୋତ୍ପାଦକ — ୨. Producing laughter.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଭାଣ୍ଡ; ବିଦୂଷକ — Jester; a clown; a buffoon.