ପ୍ରହିତ
ଦେଖଣା
ପ୍ରହିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ ଧା ଧାତୁ= କ୍ଷେପଣ କରିବା+ କର୍ମ. ତ)
[ସମ୍ପାଦନା]- ୧. ପ୍ରେରିତ —୧. Sent; despatched; discharged; emitted.
- ୨. ପ୍ରଯୁକ୍ତ; ନିଯୁକ୍ତ — ୨. Employed; engaged; commissioned.
- ୩. ବିସ୍ତୃତ; ପ୍ରସାରିତ —୩. Stretched; extended.
- ୪. ନିରସ୍ତ —୪. Suppressed; checked.
- ୪. ପ୍ରଦତ୍ତ —୫. Bestowed; endowed.