Jump to content

ପ୍ରହୃତ

ଉଇକିଅଭିଧାନ‌ରୁ

ପ୍ରହୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ ହୃତ)

[ସମ୍ପାଦନା]

ବଳି ବୈଶ୍ୱଦେବ; ଭୂତଯଜ୍ଞ (ହିନ୍ଦୀ - ଶ.) — A daily offering of boiled rice to the spirits and animal.



ପ୍ରହୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ ହୃ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ଆହତ; ଆଘାତପ୍ରାପ୍ତ — ୧. Struck; beaten; wounded.
୨. ନିଗୃହୀତ —୨. Oppressed.
୩. ନିକ୍ଷିପ୍ତ (ହିନ୍ଦୀ - ଶ.) —୩. Thrown.
୪. ବିସ୍ତାରିତ (ହିନ୍ଦୀ - ଶ.) —୪. Spread out.

ସଂସ୍କୃତ - ବିଶେଷ୍ୟ - (+ ଭାବ. ତ)

[ସମ୍ପାଦନା]

ପ୍ରହାର —Striking.