Jump to content

ପ୍ରହେଳିକା

ଉଇକିଅଭିଧାନ‌ରୁ

ପ୍ରହେଳିକା

ଉଚ୍ଚାରଣ

[ସମ୍ପାଦନା]

ପ୍ରହେଳୀ, ପ୍ରହେଳିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପ୍ର+ ହିଳ୍ ଧାତୁ=ଅଭିପ୍ରାୟ ସୂଚନା କରିବା+ କରଣ. ଅ+କ+ ସ୍ତ୍ରୀ. ଆ)

[ସମ୍ପାଦନା]

ପହଳୀ; କୂଟପ୍ରଶ୍ନ, ନାଆଁଦିଆ —Riddle enigma; a puzzle; conundrum.

ଉଦାହରଣ:—ବିରାଡ଼ି ନୁହେଁ ସେ କଳାମୁହାଁଟା ସାପ ନୁହେଁ ତାର ଜିଭ ଦୁଇଟା ନୁହେଁ ଦୌପ୍ରଦୀ ପାଞ୍ଚବର ତାର ବୁଝି କହିବ ହେ ପଣ୍ଡିତବର (ଉତ୍ତର—ଲେଖନୀ ବା କଲମ)—କୂଳମଣ, ଅଳଙ୍କାର ତରଙ୍ଗିଣୀ