ପ୍ରହ୍ଲାଦ
ଦେଖଣା
ପ୍ରହ୍ଲାଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ)
[ସମ୍ପାଦନା]- ୧. ହର୍ଷ; ଆହ୍ଲାଦ — ୧. Delight; jo; hilarity.
- ୨. ଗୋଳମାଳ —୨. Noise; uproar.
- ୩. ଶବ୍ଦ; ଧ୍ୱନି —୩. Sound (Apte)
- ୪. (+ କର୍ତ୍ତୃ. ଅ) ଦାନବରାଜ ହରିଣକଶିପୁର ପୁତ୍ର — ୪. The son of Haraṇyakaṡipu.
[ଦ୍ରଷ୍ଟବ୍ୟ —ଏ ହରିଣ୍ୟକଶିପୁର ପୁତ୍ର ଥିଲେ ଏ ପିଲାଦିନୁ ଭଗବିଭକ୍ତ ଥିଲେ ହରିଣକଶିପୁ ଏହାଙ୍କ ବିଷ୍ଣୁଭକ୍ତିରୁ ବିଚଳିତ କରିବାକୁ ପ୍ରଲୋଭନ ଓ ଭୟ ଦେଖାଇ, ଶେଷକୁ ଦଣ୍ଡ ଦେଲେ; କିନ୍ତୁ ଏ ତହିଁରେ ବିଚଳିତ ହେଲେ ନାହିଁ ଅବଶେଷରେ ଭଗବାନ୍ ନରସିଂହରୂପରେ ଏକ ସ୍ତମ୍ଭ ମଧ୍ୟରୁ ବାହାରି ହରିଣ୍ୟକଶିପୁକୁ ନଖରେ ବିଦାରଣ କଲେ ଓ ପ୍ରହ୍ଲାଦଙ୍କୁ ରକ୍ଷା କଲେ ପ୍ରହ୍ଲାଦଙ୍କ ପୁତ୍ର ବିରୋଚନ ଓ ପୌତ୍ର ବଳି]
- ୫. ନାଗବିଶେଷ — ୫. Name of a myythological serpent.