ପ୍ରାଂଶୁ
ଦେଖଣା
ପ୍ରାଂଶୁ
ଉଚ୍ଚାରଣ
[ସମ୍ପାଦନା](ପ୍ରାଂଶୁତା[ତ୍ୱ]—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପ୍ରା+ ଅଂଶୁ= ରେଣୁ; ଯାହାର ଅଂଶୁମାନ ପ୍ରକୃଷ୍ଟ ଅଟେ)
[ସମ୍ପାଦନା]- ୧. ଡ଼େଙ୍ଗା; ଉଚ୍ଚ; ଉନ୍ନତ — ୧. High; elevated; tall.
- ୨. ଦୀର୍ଘ —୨. Long; extended (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୈବସ୍ୱତମନୁଙ୍କୁ ପୁତ୍ରବିଶେଷ — ୧. A son of B&aline;i̱baswata manu.
- ୨. ବିଷ୍ଣୁ (ହିନ୍ଦୀ - ଶ.) —୨. Bishṇu.
- ୩. ଡ଼େଙ୍ଗା ଲୋକ —୩. A tall person (Apte).