Jump to content

ପ୍ରାଂଶୁଲଭ୍ୟ

ଉଇକିଅଭିଧାନ‌ରୁ

ପ୍ରାଂଶୁଲଭ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ପ୍ରାଂଶୁ+ଲଭ୍ୟ)

[ସମ୍ପାଦନା]

ଡ଼େଙ୍ଗା ଲୋକ ହାତ ବଢ଼ାଇଲେ ଯାହାକୁ ତା ହାତ ପାଏ —Which can be reached by the hands of a tall man; attainable by a tall person.