ପ୍ରାଇମର୍
ଦେଖଣା
ପ୍ରାଇମର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. କୌଣସି ଭାଷାର ବର୍ଣ୍ଣମାଳା ଶିକ୍ଷା ଦେବା ପ୍ରାଥମିକ ପୁସ୍ତକ —୧. A first book of reading; alphabet book.
- ୨. କୌଣସି ବିଷୟ (ଯଥା—ବିଜ୍ଞାନ, ସ୍ୱାସ୍ଥ୍ୟରକ୍ଷା, ଜ୍ୟୋତିଷ, ରସାୟନ)ର ପ୍ରାରମ୍ଭିକ ଜ୍ଞାନ ଯେଉଁ ପୁସ୍ତକରୁ ଲାଭ କରା— ଯାଏ —୨. A primer on any subject.