ପ୍ରାଇମେରୀ ସ୍କୁଲ୍
ଦେଖଣା
ପ୍ରାଇମେରୀ ସ୍କୁଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଇମେରୀ ସ୍କୁଲ୍
|
(ପ୍ରାଇମେରୀ ଇସ୍କୁଲ, ପ୍ରାଇମେରୀ ବିଦ୍ୟାଳୟ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଆଧୁନିକ ଧରଣରେ ପ୍ରାଥମିକ ଶିକ୍ଷା ଦିଆଯିବାର ବିଦ୍ୟାଳୟ —Primary school.
[ଦ୍ରଷ୍ଟବ୍ୟ —ଭାରତରେ ଦୁଇ ଶ୍ରେଣୀର ପ୍ରାଇମେରୀ ସ୍କୁଲମାନ ଅଛି; ଯଥା—ଅପର୍ ବା ଉଚ୍ଚପ୍ରାଇମେରୀ ସ୍କୁଲ, ଲୋଅର୍ ବା ନିମ୍ନପ୍ରାଇମେରୀ ସ୍କୁଲ]