Jump to content

ପ୍ରାକର୍ଷିକ

ଉଇକିଅଭିଧାନ‌ରୁ

ପ୍ରାକର୍ଷିକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାକର୍ଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ରକର୍ଷ+ ଅର୍ହାର୍ଥେ. ଇକ)

[ସମ୍ପାଦନା]
୧. ଶିଡ୍ଗ; ଲମ୍ପଟ ବା କାମୁକ ବ୍ୟକ୍ତି — ୧. A lecher.
୨. ଅସ୍ୱାଭିବିକ ଉପାୟରେ ପୁରୁଷର କାମୃବୃତ୍ତି ଚରିତାର୍ଥ କରିବା ପାଇଁ ରକ୍ଷିତ ପୁରୁଷ ବା ବାଳକ — ୨. A catamite (Apte).
୩. କୁଟୁଣା; ଭଡ଼ୁଆ —୩. A man who prcures others people's wives or fr adultery.
୪. ପରସ୍ତ୍ରୀର ଉପାର୍ଜନଦ୍ୱାରା ଜୀବିକାନିର୍ବାହକାରୀ ବ୍ୟକ୍ତି — ୪. A person living oon the earnings f adultery of the wives of other people.
୫. ଅନ୍ୟ ବ୍ୟକ୍ତିର ସ୍ତ୍ରୀଦ୍ୱାରା ପ୍ରତିପାଳିତ ବ୍ୟକ୍ତି —୫. A man supported by another's wife (Apte).

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଉତ୍କର୍ଷ ପାଇବାର ଯୋଗ୍ୟ —Entitled to preference or superiority (Apte).