ପ୍ରାକାମ୍ୟ
ଦେଖଣା
ପ୍ରାକାମ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରକାମ+ ଭାବେ. ଯ)
[ସମ୍ପାଦନା]- ୧. ଯଥେଚ୍ଛାଚାରିତ୍ୱ; ସ୍ୱଚ୍ଛନ୍ଦାନୁବର୍ତ୍ତିତା — ୧. Wilfulness; freedom of will; acting according to one's will.
- ୨. ଅଦମନୀୟ ମତଃ —୨. Irresistible will (Apte).
- ୩. ମହାଦେବଙ୍କର ଓ ସାଧକର ଅଷ୍ଟବିଧ ଐଶ୍ୱର୍ଯ୍ୟ ମଧ୍ୟରୁ ଏକତମ; ଯେଉଁ ଶକ୍ତିବଳରେ ସିଦ୍ଧିପ୍ରାପ୍ତ ସାଧକ ଯାହା ଇଚ୍ଛା କରେ ତାହା ପାଏ —୩. The irresistible will of a perfect person or of Ṡiba: the perfection of will-power which enables one to get whatever he wants; (one of the eight divine attributes.)
[ଦ୍ରଷ୍ଟବ୍ୟ —ମନୁଷ୍ୟ ତପସ୍ୟାଦ୍ୱାରା ଏହି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଲେ ସେ ଯେଉଁ ବସ୍ତୁ ଇଚ୍ଛା କରେ ତାହା ପାଏ, ସେ ଇଚ୍ଛା କଲେ ଭୂମି— ଭିତରେ ପୋତି ହୋଇ ରହିପାରେ ବା ଆକାଶରେ ଉଡ଼ିପାରେ]