ପ୍ରାକାର
ଦେଖଣା
ପ୍ରାକାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ ଆ+ କୃ= ବିକ୍ଷେପ କରିବା+ କର୍ମ. ଅ)
[ସମ୍ପାଦନା]- ୧. ବେଷ୍ଟନ; ବାଡ଼ —୧. Enclosure; fence.
- ୨. ବପ୍ର; ପାଚୀର; ଛଡ଼ଦିଆଲି — ୨. Cmpound wall; a surrunding wall.
- ୩. ମାଟିବନ୍ଧ ଉପରେ ଦିଆଯାଇ ଥିବା କାନ୍ଥ — ୩. A wall raised on a high bank of earth.
- ୪. ନଗର ବା କିଲ୍ଲାର ରକ୍ଷା ନିମନ୍ତେ ତହିଁ ଚାରିପାଖେ ଦିଆଯାଇ ଥିବା କାନ୍ଥ —୪. Rampart. a wall raised round a city or fort.