ପ୍ରାକୃତ ଜ୍ୱର
ଋତୁଭେଦରେ ହେବା ଜର — Fever attacking people as the effect of particular seasons.
[ଦ୍ରଷ୍ଟବ୍ୟ —ବର୍ଷା, ଶରତ୍ ଓ ହେମନ୍ତରେ ମନୁଷ୍ୟର ଦେହରେ ଯଥାକ୍ରମେ ବାତ, ପିତ୍ତ ଓ କଫର ପ୍ରାଧାନ୍ୟ ହୁଏ ଓ ସେହି ସମୟରେ ତତ୍ତତ୍ ଧାତୁ ପ୍ରଧାନ ଜ୍ୱର ଲୋକଙ୍କୁ ଆକ୍ରମଣ କରେ ହିନ୍ଦୀ - ଶ.]