ପ୍ରାକୃତ ତତ୍ତ୍ୱ ଦର୍ଶନ
(ପ୍ରାକୃତ ତତ୍ତ୍ୱ ବିବେକ—ଅନ୍ୟରୂପ)
ପ୍ରକୃତି ବା ସୃଷ୍ଟି—ସ୍ଥିତ ପଦାର୍ଥ— ମାନଙ୍କୁ ଦେଖି ପରମାତ୍ମା ସମ୍ୱନ୍ଧେ ଯେଉଁ ଜ୍ଞାନ ଜନ୍ମେ —Natural Theology.