ପ୍ରାକୃତ ଦୋଷ
ବର୍ଷା, ଶରତ୍ ଓ ହେମନ୍ତ ଋତୁରେ ହେବା ଜ୍ୱରରେ ଯଥାକ୍ରମେ ବାତ, ପିତ୍ତ ଓ କଫର ଆଧିକ୍ୟ (ହିନ୍ଦୀ - ଶ) — The morbility of wind, bile and phlegm in the fevers which attack people in the rains, autumn and witer respectively.