ପ୍ରାକୃତ ବନ୍ଧ
ଦେଶପ୍ରଚଳିତ କଥ୍ୟ ଭାଷାରେ ଛନ୍ଦୋବଦ୍ଧ ରଚନା —Poetry or verse in the vernacular language.
ପ୍ରାକୃତ ବନ୍ଧେ ଗୀତ ବାଣୀ ଶୁଣି ସଂସ୍କାରୁ ତର ପ୍ରାଣୀ ଭାଗବତ