ପ୍ରାକୃତ ଭୂଗୋଳ
ଦେଖଣା
ପ୍ରାକୃତ ଭୂଗୋଳ
ଉଚ୍ଚାରଣ
[ସମ୍ପାଦନା](ପ୍ରାକୃତିକ ଭୂଗୋଳ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]ଯେଉଁ ଭୂଗୋଳ ଶାସ୍ତ୍ରଦ୍ୱାରା ପୃଥିବୀସ୍ଥ ଦୃଶ୍ୟମାନ ପ୍ରାକୃତିକ ବିଷୟମାନଙ୍କର (ଜଳ ସ୍ଥଳ, ବାୟୁ, ଆକାଶ, ଋତୁ ଆଦିର) ବିବରଣ ଜଣାଯାଏ — Physical Geography.
[ଦ୍ରଷ୍ଟବ୍ୟ —ଯେଉଁ ଶାସ୍ତ୍ରଦ୍ୱାରା ପୃଥିବୀର ଗଠନର ପ୍ରାଚୀନ ତତ୍ତ୍ୱମାନ ଆଲୋଚିତ ହୁଏ ତାହାକୁ ଭୂଗର୍ଭଶାସ୍ତ୍ର Geology ବୋଲାଯାଏ]