Jump to content

ପ୍ରାକ୍କକାଳିକ

ଉଇକିଅଭିଧାନ‌ରୁ

ପ୍ରାକ୍କକାଳିକ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାକ୍କାଳୀନ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପ୍ରାକ୍କାଳ+ଭାବାର୍ଥେ. ଇକ)

[ସମ୍ପାଦନା]
୧. ପୂର୍ବକାଳରେ ଘଟିଥିବା; ପୁରାକାଳୀନ; ପ୍ରାଚୀନ —୧. Past; ancient.
୨. ପୂର୍ବତନ; ଏଥିପୂର୍ବେ ଘଟିଥିବା —୨. Former; previous.