Jump to content

ପ୍ରାକ୍କର୍ମ

ଉଇକିଅଭିଧାନ‌ରୁ

ପ୍ରାକ୍କର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରାକ୍+କର୍ମ)

[ସମ୍ପାଦନା]
୧. ପୂର୍ବର କାର୍ଯ୍ୟ — ୧. Previous or past act.
୨. ଅଦୃଷ୍ଟ; ଭାଗ୍ୟ (ହିନ୍ଦୀ - ଶ) — ୨. Luck; fate; destiny.