ପ୍ରାକ୍ତନ
ଦେଖଣା
ପ୍ରାକ୍ତନ
ଉଚ୍ଚାରଣ
[ସମ୍ପାଦନା](ପ୍ରାକ୍ତନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ରାକ୍+ଭବ. ଅର୍ଥରେ. ତନ)
[ସମ୍ପାଦନା]- ୧. ପୂର୍ବକାଳୀନ; ଅତୀତ କାଳର; ପ୍ରାଚୀନ —୧. Past; ancient; former; prior.
- ୨. ପୂର୍ବଜନ୍ମାର୍ଜିତ —୨. Earned by the actions of a previous existence.
- ୩. ପୂର୍ବବର୍ତ୍ତୀ —୩. Previous; antecedent.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅଦୃଷ୍ଟ; ଭାଗ୍ୟ; ଦୈବ; ପ୍ରାରବ୍ଧ — Destiny; fate.
[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ବିଶ୍ୱସ କରନ୍ତି ଯେ ମନୁଷ୍ୟ ଇହକାଳରେ ପୂର୍ବଜନ୍ମର କର୍ମର ଫଳ ଭୋଗ କରେ ଇହକାଳରେ ତପସ୍ୟାଦିଦ୍ୱାରା ମନୁଷ୍ୟ ପ୍ରାକ୍ତନର ମନ୍ଦ ଫଳକୁ ଏଡ଼ି ପାରେ ଓ ଇହକାଳରେ ଯାହା କରେ ତହିଁର ଫଳ ପରକାଳରେ ଭୋଗ କରିବ]