ପ୍ରାକ୍ତନ ଜନ୍ମ
=== ସଂସ୍କୃତ - ବିଶେଷ୍ୟ -
ମନୁଷ୍ୟର ଇହ ଜନ୍ମର ପୂର୍ବରେ ଘଟିଥିବା ଜନ୍ମ; ପୂର୍ବଜନ୍ମ —Previous existence of a man before his present existence in this world.