ପ୍ରାଗ୍ଜ୍ୟୋତିଷ
ଦେଖଣା
ପ୍ରାଗ୍ଜ୍ୟୋତିଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆସାମ ଅନ୍ତର୍ଗତ ପ୍ରାଚୀନ କାମରୂପ ଦେଶ; କାମାଖ୍ୟା ଦେଶ; କାଉରୀ ଦେଶ (ଆଧୁନିକ ଗୌହାଟୀ ଜିଲ୍ଲା) —୧. An ancient country in Assam; (modern Gouhati).
[ଦ୍ରଷ୍ଟବ୍ୟ —ଏ ଦେଶର ରାଜା ଭଗଦତ୍ତ ଚୀନ ଓ କିରାତ ସେନା ସହ ମହାଭାରତ ଯୁଦ୍ଧରେ ଯୋଗ ଦେଇଥିଲେ ତାହା ପୂର୍ବେ ନରକାସୁରର ରାଜଧାନୀ ଥିଲା ଏହା ଦେବୀଙ୍କ ଯୋଗନିଦ୍ରାର ପ୍ରଧାନ ସ୍ଥାନ ବୋଲି କଥିତ ଏହା ସର୍ବତୋଭଦ୍ରା ନାମ୍ନୀ ଲକ୍ଷ୍ମୀଙ୍କର ନିବାସ ସ୍ଥାନରୂପେ କଳ୍ପିତ—ହିନ୍ଦୀ - ଶ]
- ୨. କାମରୂପ ଦେଶବାସୀ ଲୋକ — ୨. A man of the country of Kāmarūpa.