ପ୍ରାଗ୍ଭକ୍ତ
ଦେଖଣା
ପ୍ରାଗ୍ଭକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରାକ୍+ଭକ୍ତ=ଭାତ)
[ସମ୍ପାଦନା]ଭୋଜନର ଅବ୍ୟବହିତ ପୂର୍ବବର୍ତ୍ତୀ ସମୟ —The time immediately before meal.
[ଦ୍ରଷ୍ଟବ୍ୟ —ସୁଶ୍ରୁତରେ ଲେଖା ଅଛି ଯେ ବୃଦ୍ଧ, ବାଳକ ଓ ସ୍ତ୍ରୀମାନେ ଏହି ସମୟରେ ଔଷଧ ସେବନ କଲେ ତାହା ବମନଦ୍ୱାରା ବାହାରି ପଡ଼େ ନାହିଁ, ଖାଦ୍ୟଦ୍ରବ୍ୟ ଉତ୍ତମରୂପ୍ ଜୀର୍ଣ୍ଣ ହୁଏ ଓ ବଳବୃଦ୍ଧି ହୁଏ—ହିନ୍ଦୀ - ଶ]