Jump to content

ପ୍ରାଗ୍ରସର

ଉଇକିଅଭିଧାନ‌ରୁ

ପ୍ରାଗ୍ରସର

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଗ୍ରସରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରାଗ୍ର+ସୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ପ୍ରଥମ; ପହିଲା (ହିନ୍ଦୀ - ଶ) —୧. First.
୨. ଶ୍ରେଷ୍ଠ; ମୁଖ୍ୟ (ହିନ୍ଦୀ - ଶ) — ୨. Chief; principal.