Jump to content

ପ୍ରାଗ୍ରହର

ଉଇକିଅଭିଧାନ‌ରୁ

ପ୍ରାଗ୍ରହର

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଗ୍ରହରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରାଗ୍ର+ହୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଶ୍ରେଷ୍ଠ; ମୁଖ୍ୟ (ହିନ୍ଦୀ - ଶ) — Chief; principal (Apte).