Jump to content

ପ୍ରାଗ୍ୱଂଶ

ଉଇକିଅଭିଧାନ‌ରୁ

ପ୍ରାଗ୍ୱଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରାକ୍+ବଂଶ)

[ସମ୍ପାଦନା]
୧. ପୂର୍ବବର୍ତ୍ତୀ ବଂଶ — ୧. Former dynasty; ancient or original family.
୨. ଯଜ୍ଞଶାଳାର ପୂର୍ବପାଖକୁ ରଚିତ ଶାଳାର ସମ୍ମୁଖସ୍ଥ ଗୃହ — ୨. A room in front of the sacrificial room to the east.

[ଦ୍ରଷ୍ଟବ୍ୟ —ଏଥିରେ ଯଜମାନ ରହୁଥିଲେ ହିନ୍ଦୀ - ଶ]

୩. ଯଜ୍ଞଶାଳାର ଜାଳଣୀ କାଠ — ୩. The fuel required for a vedic sacrifice.
୪. ବିଷ୍ଣୁଙ୍କର ନାମ —୪. A name of Bishṇu.