Jump to content

ପ୍ରାଘାତ

ଉଇକିଅଭିଧାନ‌ରୁ

ପ୍ରାଘାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଆଘାତ)

[ସମ୍ପାଦନା]
୧. ଜୋର୍ରେ ଆଘାତ ବା ପ୍ରହାର (ହିନ୍ଦୀ - ଶ) — ୧. A powerful stroke; a heavy blow.
୨. ଯୁଦ୍ଧ —୨. War; battle (Apte).