Jump to content

ପ୍ରାଘୂର୍ଣ୍ଣ

ଉଇକିଅଭିଧାନ‌ରୁ

ପ୍ରାଘୂର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

[ପ୍ରାଘୁ(ଘୂ)ଣି(ର୍ଣ୍ଣି)କ, ପ୍ରାଘୁ(ଘୂ)ଣ(ର୍ଣ୍ଣ)କ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - [ପ୍ର+ଆ+ଘୁ(ଘୂ)ଣ ଧାତୁ, ଘୂର୍ଣ୍ଣ ଧାତୁ= ଭ୍ରମଣ କରିବା+କର୍ତ୍ତୃ. ଅ]

[ସମ୍ପାଦନା]
୧. ଅଭ୍ୟାଗତ; ଅତିଥି; କୁଳୁହାଁ —୧. A guest.
୨. ଆଗନ୍ତୁକ —୨. A visitor; stranger.