Jump to content

ପ୍ରାଙ୍

ଉଇକିଅଭିଧାନ‌ରୁ

ପ୍ରାଙ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଅନଚ୍ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ପ୍ରାଚୀ; ପୂର୍ବଦିଗ —୧. The east.
୨. ପୂର୍ବକାଳ —୨. The past.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପ୍ରାଚୀନ —୧. Ancient.
୨. ପୂର୍ବତନ —୨. Former.