ପ୍ରାଙ୍ ନ୍ୟାୟ
ଦେଖଣା
ପ୍ରାଙ୍ ନ୍ୟାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହିନ୍ଦୁ ସ୍ମୃତି)
[ସମ୍ପାଦନା]ଉପସ୍ଥିତ ମକଦ୍ଦମା ଦାଏର ହେବା ପୂର୍ବରୁ ଅଦାଲତଙ୍କଦ୍ୱାରା ଉକ୍ତ ବିଷୟର ମୀମାଂସା — (Hindu Law) Resjudicate; the decision of the matter at issue by a court of justice before the institution of the present case.
[ଦ୍ରଷ୍ଟବ୍ୟ —ବ୍ୟବହାର ଶାସ୍ତ୍ର ଅନୁସାରେ ପ୍ରତିବାଦୀ ବାଦୀର ଦାବୀ ସମ୍ୱନ୍ଧେ 'ପ୍ରାଙ୍ ନ୍ୟାୟ' ଆପତ୍ତି ଉଠାଇଲେ ଓ ତାହା ଗୃହୀତ ହେଲେ ସେ ମକଦ୍ଦମା ଆଉ ଚଳି ନ ପାରେ—ହିନ୍ଦୀ - ଶ]