Jump to content

ପ୍ରାଚଣ୍ଡ୍ୟ

ଉଇକିଅଭିଧାନ‌ରୁ

ପ୍ରାଚଣ୍ଡ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରଚଣ୍ଡ+ଭାବ. ଯ)

[ସମ୍ପାଦନା]
୧. ପ୍ରଚଣ୍ଡତା; ଉଗ୍ରତା —୧. Vehemence.
୨. ଭୟଙ୍କରତା —୨. Fierceness; ferocity.