ପ୍ରାଚୀନାବୀତୀ
(ପ୍ରାଚୀନୋପରୀତୀ—ଅନ୍ୟରୂପ)
ଶ୍ରାଦ୍ଧାଦି କାଳରେ ଦକ୍ଷିଣ ସ୍କନ୍ଧରେ ଯଜ୍ଞସୂତ୍ର ପିନ୍ଧି ଥିବା (ବ୍ୟକ୍ତି); ସବ୍ୟ — (a person) Wearing the sacred thread on the right shoulder.