ପ୍ରାଚୀ ସମିତି
ଦେଖଣା
ପ୍ରାଚୀ ସମିତି
ଉଚ୍ଚାରଣ
[ସମ୍ପାଦନା](ନାମ)
[ସମ୍ପାଦନା]କଟକରେ ପ୍ରତିଷ୍ଠିତ ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରକାଶକ ସମିତି —Name of a Society started at Cutack for publishing old literary works of Orissa.
[ ଦ୍ର—ଏ ସମିତ ରାୟ ସାହେବ ପ୍ରୋଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ପ୍ରଥମେ ପ୍ରତିଷ୍ଠିତ ହୋଇ ରାୟ ବାହାଦୁର ଭୂୟା ଭାସ୍କରଚନ୍ଦ୍ର ମହାପାତ୍ରଙ୍କ ଅର୍ଥାନୁକୁଲ୍ୟରେ ୪ ୫: ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଅପ୍ରକାଶିତ ପ୍ରାଚୀନ ଓଡ଼ିଶା ଗ୍ରନ୍ଥ ଓ ଗୁଡ଼ିଏ ଓଡ଼ିଆ ଗ୍ରନ୍ଥର ଟୀକା ଓ ମହିମାଧର୍ମପ୍ରତିପାଦକ ଗ୍ରନ୍ଥ ପ୍ରକାଶ କରିଅଛନ୍ତି ଯୁବକ କର୍ମୀ ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟାନାୟକଙ୍କ ସମ୍ପାଦକତ୍ୱରେ ଏ ସମିତିରୁ ପ୍ରକାଶିତ ତ୍ରୈମାସିକ 'ପ୍ରାଚୀ' ପତ୍ରିକା ଭାରତରେ ଓ ଇଉରୋପରେ ପ୍ରଚାରିତ ହୋଇଥିଲା ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ଗ୍ରନ୍ଥମାନଙ୍କରୁ ଅନେକ ପଦ ଓ ବିଷୟମାନ ଏ ଭାଷାକୋଷରେ ଉଦ୍ଧୃତ ହୋଇଅଛି ତତ୍ତତ୍ସ୍ଥଳରେ ଗ୍ରନ୍ଥର ନାମ ଓ ତତ୍ପୂର୍ବେ ପ୍ରାଚୀ (ଯଥା—ପ୍ରାଚୀ. ଶିବସ୍ୱରୋଦୟ) ଲେଖା ଯାଇଅଛି]