Jump to content

ପ୍ରାଚ୍ୟ

ଉଇକିଅଭିଧାନ‌ରୁ

ପ୍ରାଚ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ରାଚ୍=ପୂର୍ବ+ଯ)

[ସମ୍ପାଦନା]
୧. ପୂର୍ବଦେଶୀୟ — ୧. Eastern; oriental.
୨. ପୂର୍ବଦିଗସ୍ଥ —୨. Belonging to the east.
୩. ପୂର୍ବକାଳୀନ; ପ୍ରାଚୀନ — ୩. Of ancient times; old; ancient.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସରସ୍ୱତୀ ନଦୀର ପୂର୍ବ ଓ ଦକ୍ଷିଣ ଦେଶ (ପଞ୍ଚାଳ, ବିଦେହ, ଅଙ୍ଗ. ବଙ୍ଗ ଓ ମଗଧ) —୧. The country to the south and east of the Saraswatī river.
୨. ପ୍ରର୍ବଦେଶ —୨. The eastern country.