Jump to content

ପ୍ରାଜକ

ଉଇକିଅଭିଧାନ‌ରୁ

ପ୍ରାଜକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଅଜ୍ ଧାତୁ ଣିଚ୍=ଗମନ କରାଇବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ସାରଥି; ରଥାଦିର ଚାଳକ; କଚୁଆନ — ୧. Charioteer; coachman.
୨. ନିୟନ୍ତା; ଚାଳକ —୨. A guide; a driver.