Jump to content

ପ୍ରାଜନ

ଉଇକିଅଭିଧାନ‌ରୁ

ପ୍ରାଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଅଜ୍ ଧାତୁ ଣିଚ୍+କରଣ. ଅନ)

[ସମ୍ପାଦନା]
୧. ପଶୁଚାଳନ ଦଣ୍ଡ; ପାଞ୍ଚଣ ବାଡ଼ି — ୧. A goad; a driving rod.
୨. (+ଭାବ. ଅନ) ଅଡ଼ାଇବା; ଚାଳନ —୨. Driving.