Jump to content

ପ୍ରାଜ୍ଞ

ଉଇକିଅଭିଧାନ‌ରୁ

ପ୍ରାଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଜ୍ଞା, ପ୍ରାଜ୍ଞୀ—ସ୍ତ୍ରୀ) 

(ପ୍ରାଜ୍ଞତା[ତ୍ୱ]—ବି)

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ଆ+ଜ୍ଞା ଧାତୁ+ଅ, ବା ପ୍ରଜ୍ଞା+ଅ)

[ସମ୍ପାଦନା]
୧. ଜ୍ଞାନୀ; ସୁପଣ୍ତିତ; ବିଜ୍ଞ —୧. Wise; learned.
୨. ଦକ୍ଷ; ନିପୁଣ; ଚତୁର — ୨. Clever; skilful.
୩. (ପ୍ର+ଅଜ୍ଞ) ମୂର୍ଖ; ନିର୍ବୁଦ୍ଧି (ହିନ୍ଦୀ - ଶ.) — ୩. Illiterate; stupid.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପଣ୍ଡିତବ୍ୟକ୍ତି —୧. A learned man.
୨. ଜୀବାତ୍ମା (ହି ଶବ୍ଦସାଗର) — ୨. The living soul.
୩. କଳ୍କିଦେବଙ୍କ ବଡ଼ ଭାଇ —୩. Name of the elder brother of Kaḻkideba.