Jump to content

ପ୍ରାଞ୍ଜଳି

ଉଇକିଅଭିଧାନ‌ରୁ

ପ୍ରାଞ୍ଜଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପ୍ର=ପ୍ରକୃଷ୍ଟରୂପେ କୃତ+ଅଞ୍ଜଳି ଯାହା ଦ୍ୱାରା)

[ସମ୍ପାଦନା]

ବଦ୍ଧାଞ୍ଜଳି; କୃତାଞ୍ଜଳି; ଅଞ୍ଜଳିବଦ୍ଧ — With folded palms; in a supplicating posture.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଞ୍ଜଳି; ଆଞ୍ଜୁଳା (ହିନ୍ଦୀ - ଶ.) — A double handful.