Jump to content

ପ୍ରାଡ଼୍ୱିବାକ

ଉଇକିଅଭିଧାନ‌ରୁ

ପ୍ରାଡ଼୍ୱିବାକ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଡ଼୍ ବିବେକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରଚ୍ଛ୍ ଧାତୁ=ପଚାରିବା+କ୍ୱିପ୍=ପ୍ରାଟ୍ +ବିବାକ)

[ସମ୍ପାଦନା]
୧. ପ୍ରଧାନ ବିଚାରକ; ଜଜ; ନ୍ୟାୟାଧୀଶ —୧. A judga; a court of justice; Chief-justice.
୨. ମାଜିଷ୍ଟ୍ରେଟ୍ —୨. Magistrate.
୩. ଓକିଲ (ହିନ୍ଦୀ - ଶ) —୩. Pleader.