Jump to content

ପ୍ରାଣଦ

ଉଇକିଅଭିଧାନ‌ରୁ

ପ୍ରାଣଦ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଣଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରାଣ+ଦା ଧାତୁ=ଦେବା+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ବଞ୍ଚାଇ ରଖେ; ଜୀବନଦାତା — Life-giving.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୋଣିତ; ରକ୍ତ — ୧. Blood.
୨. ଜଳ —୨. Water.